ଜାନି Jāni
- ସଂ. ବିଣ (ବହୁବ୍ରୀହି ସମାସରେ ଜାୟା ଶବ୍ଦ ସ୍ଥାନରେ 'ଜାନି' ଆଦେଶ ହୁଏ) ସ୍ତ୍ରୀ; ଭାର୍ଯ୍ୟା (ହି ଶବ୍ଦସାଗର) — Wife
- ସଂ. ବିଣ (ବହୁବ୍ରୀହି ସମାସରେ ଜାୟା ଶବ୍ଦ ସ୍ଥାନରେ 'ଜାନି' ଆଦେଶ ହୁଏ) (ଯଥା—ଯୁବଜାନି, ସୀତାଜାନି, ରାକାବିଭାବରୀଜାନୀ।)
- ସଂ. ବିଣ (ବହୁବ୍ରୀହି ସମାସରେ ଜାୟା ଶବ୍ଦ ସ୍ଥାନରେ 'ଜାନି' ଆଦେଶ ହୁଏ) [ଦ୍ର—ଏହା ସ୍ତ୍ରୀବାଚକ ଶବ୍ଦ ସାଙ୍ଗେ ସମାସ ହୁଏ।]