ଜାନବେ Jānabe

  • ବୈଦେ. ଅ. (ଫା. ଜାନିବ୍) (କଚିରିଆ ଭାଷା) (କୌଣସି ବ୍ଯକ୍ତି) ତରଫରୁ (ପ୍ରତିନିଧିରୂପେ ସ୍ୱାକ୍ଷର କରିବା); ପକ୍ଷରୁ; ଅନ୍ୟର ପ୍ରତିନିଧି ସ୍ୱରୂପ — On behalf of (a person); as a representative of
  • ବୈଦେ. ଅ. [ଦ୍ର—ଏଥିର ସାଙ୍କେତିକ ଚିହ୍ନ 'ଜା' କିମ୍ବା 'ଜ୍ନା'। କେହି ବ୍ଯକ୍ତି ଅନ୍ୟଲୋକ ପକ୍ଷରୁ ଦଲିଲ ଆଦିରେ ଦସ୍ତଖତ କଲେ ସ୍ୱାକ୍ଷରକାରୀ ପ୍ରତିନିଧୀ ଅସଲବ୍ଯକ୍ତିର ନାମ ପୂର୍ବରେ ଏହା ସାଙ୍କେତିକ ଚିହ୍ନ ବ୍ଯବହାର କରିଥାଏ; ଯଥା—ଲୋକନାଥ ମିଶ୍ର (ସ୍ୱାକ୍ଷରକାରୀ) 'ଜା' ହରିହରମିଶ୍ର (ଅସଲବ୍ଯକ୍ତି)।]