ଜାଚାଇ Jāchāi

  • ବୈଦେ. ବି. (ସଂ. ଯାଚନ) — କୌଣସି ପଣ୍ୟ ଦ୍ରବ୍ୟକୁ ପରୀକ୍ଷା କରି ତହିଁର ପ୍ରକୃତ ମୂଲ୍ୟ ଓ ଯୋଗ୍ୟତା ସ୍ଥିର କରିବା — Appraisment; examination; testing the purity and value of a thing
  • ବୈଦେ. ବି. (ସଂ. ଯାଚନ) — ପରଖ; ପରୀକ୍ଷା — Test