ଜାଗର Jāgara
- ସଂ. ବି. (ଜାଗୃ ଧାତୁ=ନିଦ ଭାଙ୍ଗିବା; ଚେଇଁବା; ନିଦରୁ ଉଠିବା+ଭାବ. ଅ) — ଚେଇଁବା; ଅନିଦ୍ରା; ଜାଗରଣ — Wakefulness
- ସଂ. ବି. (ଜାଗୃ ଧାତୁ=ନିଦ ଭାଙ୍ଗିବା; ଚେଇଁବା; ନିଦରୁ ଉଠିବା+ଭାବ. ଅ) — ସରି ଯିବୁଟି ରଜନୀ ନାଗରେ—କବିସୂର୍ଯ୍ୟ, ସଙ୍ଗୀତ।
- ସଂ. ବି. (ଜାଗୃ ଧାତୁ=ନିଦ ଭାଙ୍ଗିବା; ଚେଇଁବା; ନିଦରୁ ଉଠିବା+ଭାବ. ଅ) — ନିଦରୁ ଉଠିବା; ନିଦ୍ରାଭଙ୍ଗ — Waking from sleep
- ସଂ. ବି. (ଜାଗୃ ଧାତୁ=ନିଦ ଭାଙ୍ଗିବା; ଚେଇଁବା; ନିଦରୁ ଉଠିବା+ଭାବ. ଅ) — ସତର୍କତା — Watchfulness; Vigilance
- ସଂ. ବି. (ଜାଗୃ ଧାତୁ=ନିଦ ଭାଙ୍ଗିବା; ଚେଇଁବା; ନିଦରୁ ଉଠିବା+ଭାବ. ଅ) — ମନର ଯେଉଁ ଅବସ୍ଥାରେ ମନୋବୃତ୍ତିମାନ ଜାଗ୍ରତ ଥାଏ — The state of mind in which one is vigilant
- ସଂ. ବି. (ଜାଗୃ ଧାତୁ=ନିଦ ଭାଙ୍ଗିବା; ଚେଇଁବା; ନିଦରୁ ଉଠିବା+ଭାବ. ଅ) — ପାଗୁଳି — The cud
- ସଂ. ବି. (ଜାଗୃ ଧାତୁ=ନିଦ ଭାଙ୍ଗିବା; ଚେଇଁବା; ନିଦରୁ ଉଠିବା+ଭାବ. ଅ) — କବଚ (ହି. ଶବ୍ଦସାଗର) — Coat of mail
- ଦେ. ବିଣ — ଉନ୍ନିଦ୍ର — Vigilant; watchful
- ଦେ. ବି. (ସଂ. ଜାଗରଣ) — ଶିବରାତ୍ରୀ ଉତ୍ସବ ବା ଯାତ୍ରା; ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ — The festival of Ṡibarātrī
- ଦେ. ବି. (ସଂ. ଜାଗରଣ) — ଯେଉଁ ପ୍ରଦୀପ ଦେବତାଙ୍କ ମନ୍ଦିରରେ ଦିବାନିଶି ଜଳୁ ଥାଏ — Lamp Kept burning day and night before a Deity
- ଦେ. ବି. (ସଂ. ଜାଗରଣ) — ଦେଉଳ ଭିତରେ ଯଇଁ ଜାଗର ଦେଇ ଯେ—ଭଞ୍ଜ, ଲାବଣ୍ୟବତୀ
- ଦେ. ବି. (ସଂ. ଜାଗରଣ) — ଯେଉଁ ଦୀପ ଶିବରାତ୍ରି ଦିନ ଅର୍ଦ୍ଧରାତ୍ରରେ ଶିବମନ୍ଦିରର ଚୂଡ଼ାକୁ ଉଠାଯାଏ — The lamp or light which is lifted to the top of the temple of God Ṡiba on the Ṡibarātri night