ଜାକ Jāka

  • ଦେ. ବିଣ. (ସଂ. ଯନ୍ତ୍ରକ) — ସଂକୀର୍ଣ୍ଣ — Narrow
  • ଦେ. ବିଣ. (ସଂ. ଯନ୍ତ୍ରକ) — ଚୋସ୍ତ୍ — Tight
  • ଦେ. ବିଣ. (ସଂ. ଯନ୍ତ୍ରକ) — ଭିଡ଼; ଘନସମାବିଷ୍ଟ — Crowded
  • ଦେ. ବିଣ. (ସଂ. ଯନ୍ତ୍ରକ) — ସଙ୍କୁଚିତ — Contracted; straitened
  • ବି. — ଭିଡ଼; ଗହଳି — Crowd