ଜହ୍ଲା Jahlā
- ଦେ. ବି — ଏକ ପ୍ରକାର ସାନ ରୂପାପାତିଆ ପରି ପତଳା ମାଛ; ଖଙ୍କାରଖାଇ ମାଛ — A kind of small fresh-water-fish
- ଦେ. ବି — [ଦ୍ର—ଏମାନଙ୍କ ଦେହରେ ଛୋଟ କାତି ଅଛି, ଦେହ ଚେପ୍ଟା, ପିଠି ନେଳିଆ। ଏମାନେ ପାଣି ଭିତରେ ବିଚରଣ କରି କଡ଼ ଲେଉଟାଇବା ବେଳେ ରୂପା ପାତିଆ ପରି ଦେଖା ଯାଆନ୍ତି। ଏମାନେ ଲମ୍ବରେ 8।10 ଇଞ୍ଚ ପର୍ଯ୍ୟନ୍ତ ବଢ଼ନ୍ତି।] — [ଦ୍ର—ଏମାନଙ୍କ ଦେହରେ ଛୋଟ କାତି ଅଛି, ଦେହ ଚେପ୍ଟା, ପିଠି ନେଳିଆ ଏମାନେ ପାଣି ଭିତରେ ବିଚରଣ କରି କଡ଼ ଲେଉଟାଇବା ବେଳେ ରୂପା ପାତିଆ ପରି ଦେଖା ଯାଆନ୍ତି ଏମାନେ ଲମ୍ବରେ810ଇଞ୍ଚ ପର୍ଯ୍ୟନ୍ତ ବଢ଼ନ୍ତି]