ଜହର Jahara

  • ବୈଦେ. ବି. (ଫା. ଜହର୍; ତୁଳ. ସଂ. ଗରଳ) — ବିଷ; ଗରଳ — Poison
  • ବୈଦେ. ବି. (ଫା. ଜହର୍; ତୁଳ. ସଂ. ଗରଳ) — ପ୍ରାଣନାଶକ ବିଷ — Fatal poison
  • ବୈଦେ. ବି. (ଫା. ଜହର୍; ତୁଳ. ସଂ. ଗରଳ) — ଘଟନା ବିରହରେ ଅବଶ୍ୟତ ଜହରେ ତୋ ଘେନି ଆତ୍ମଘାତୀ ହୋଇଲୁରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଘ ଗୀତ।
  • ବୈଦେ. ବି. (ଫା. ଜହର୍; ତୁଳ. ସଂ. ଗରଳ) — (ଫା. ଜହ୍ୱର୍) ବହୁ ମୂଲ୍ୟ ଚକଚକିଆ କ୍ଷୁଦ୍ର ପ୍ରସ୍ତରଖଣ୍ଡ; ରତ୍ନ; ମଣି — Gem; precious stone
  • ଦେ. ବି — ରାଜପୁତାନାର ସ୍ତ୍ରୀମାନେ ନିଜନିଜର ସ୍ୱାମୀଙ୍କ ମୃତ୍ୟୁ ପରେ ଯେଉଁ ଅଗ୍ନିକୁଣ୍ଡରେ ପଶି ନିଜର ସତୀତ୍ୱ ରକ୍ଷା କରୁଥିଲେ — Self-immolation by Rajput women by throwing themselves into blazing fire to save themselves from outrage by Mahomedan conquerers
  • ପ୍ରାଦେ. (ଗଞ୍ଜାମ; ସମ୍ବଲପୁର) ବିଣ — ଯଥେଷ୍ଟ; ପର୍ଯ୍ୟାପ୍ତ — Sufficient; enough