ଜସ୍ତା Jastā

  • ଦେ. ବି. (ସଂ. ଯଶ୍ଦ୍) — ଦସ୍ତା; ରୂପା ପରି ଧଳା ଧାତୁ ବିଶେଷ — Zinc; pewter
  • ଦେ. ବି. (ସଂ. ଯଶ୍ଦ୍) — [ଦ୍ର— 5 ଭାଗ ରାଙ୍ଗା ଓ ଏକ ଭାଗ ସୀମା ମିଶ୍ରିତ କରି ଏହା ପ୍ରସ୍ତୁତ ହୁଏ। ତମ୍ବା ସଙ୍ଗେ ଦସ୍ତା ମିଶାଇଲେ କଂସା ଓ ପିତଳ ହୁଏ।] — [ଦ୍ର—5ଭାଗ ରାଙ୍ଗା ଓ ଏକ ଭାଗ ସୀମା ମିଶ୍ରିତ କରି ଏହା ପ୍ରସ୍ତୁତ ହୁଏ ତମ୍ବା ସଙ୍ଗେ ଦସ୍ତା ମିଶାଇଲେ କଂସା ଓ ପିତଳ ହୁଏ]