ଜଶମ୍ Jaṡam

  • ବୈଦେ. ବି. (ଫା. ଜୌସନ୍=ପୋଖରାଜ ପଥର; ବୋଧ ହୁଏ ପୂର୍ବେ ଅଳଙ୍କାରରେ ପୋଖରାଜ ପଥର ବସୁଥିଲା) — ସ୍ତ୍ରୀମାନଙ୍କର ବାହୁରେ ପିନ୍ଧିବା ଅଳଙ୍କାରବିଶେଷ; ଅନନ୍ତକଡ଼ା — An ornament for the arm; armlet