ଜଳୀ Jaḻī
- ଦେ. ବି. (ସଂ. ଜଳ) — ପରିଖା; ଗଡ଼ଖାଇ — Moat
- ଦେ. ବି. (ସଂ. ଜଳ) — ହିରଣବତୀ ନଦୀ ବେଳା ସ୍ଥଳ ଖୋଳି ସେନାର ଚାରିପଟ ଯାକ କଲେ ଜଳୀ। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।
- ଦେ. ବି. (ସଂ. ଜଳ) — ଜଳପାଟ; ଜଳାଭୂମି; ଜୋଡ଼ — Fen; bog
- ଦେ. ବି. (ସଂ. ଜଳ) — ଏ ଆଦି ଗହନ ପାଦପେ ଗହଳ ଥିଲା ସେ ସ୍ଥଳୀ ସରୋଜାଳଂକୃତ ଠାବେ ଠାବେ ଥିଲା ସଜଳ ଜଳୀ। ରାଧାନାଥ।