ଜଳିଆ Jaḻiā

  • ଦେ. ବିଣ.—(ସଂ. ଜଳୀୟ) — ଜଳପୂର୍ଣ୍ଣ — Full of water; watery
  • ଦେ. ବିଣ.—(ସଂ. ଜଳୀୟ) — ପାଣିଆଁ; ଜଳ ପରି ପତଳା — Fluid; liquid
  • ବି. ପୁଂ — ଜଳଧରର ଅନାଦରାର୍ଥ ଡାକ ନାମ — A name by which a person named Jaḻadhara is vulgarly called