ଜଳରଥ Jaḻa-ratha

  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ରଥ) — ନୌକା — Boat
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ରଥ) — ମରକତ ଜଳରଥ ପତନ ମଧ୍ୟ ସନ୍ତତ ଚଞ୍ଚଳ ଚଳନ—ଭଞ୍ଜ, ପ୍ରେମସୁଧାନିଧି।