ଜଳପା Jaḻapā

  • ଗ୍ରା. (ପଦ୍ଯ) ବି. (ସଂ. ଜଳ୍ପନ) — କଥା; ବଚନ — Word
  • ଗ୍ରା. (ପଦ୍ଯ) ବି. (ସଂ. ଜଳ୍ପନ) — ଜଳନ୍ତର ପୁରନ୍ଦର ଚାଟୁ ଜଳପାରେ ରସିକଲା ରସିକା କୁତୂହଳ ପାରେ। କବିସୂର୍ଯ୍ୟ, ସଙ୍ଗୀତ।