ଜଳଦ Jaḻada
- ସଂ. ବି. (ଜଳ+ଦା ଧାତୁ+କର୍ତ୍ତୃ. ଅ; ଯାହା ସଂସାରକୁ ଜଳ ଦିଏ) — ମେଘ — Cloud
- ସଂ. ବି. (ଜଳ+ଦା ଧାତୁ+କର୍ତ୍ତୃ. ଅ; ଯାହା ସଂସାରକୁ ଜଳ ଦିଏ) — ମୁସ୍ତକ; ମୁଥା (ଏହାର ରସ ବୈଦ୍ୟଶାସ୍ତ୍ରରେ ଅନୁପାନ ରୂପେ ବ୍ଯବହୃତ ହୁଏ ବୋଲି) — A Fragrant bulbuous root of grass (often used as a vehicle in Indian medicines)
- ସଂ. ବି. (ଜଳ+ଦା ଧାତୁ+କର୍ତ୍ତୃ. ଅ; ଯାହା ସଂସାରକୁ ଜଳ ଦିଏ) — କର୍ପୂର (ହି. ଶବ୍ଦସାଗର) — Camphor
- ବିଣ. — ଜଳଦାନକାରୀ — Giving water