ଜଲ୍ବା Jal-bā

  • ପ୍ରାଦେ (ସମ୍ବଲପୁର) କ୍ରି (ସଂ. ଜ୍ୱଳ ଧାତୁ) — ଜଳିବା — To burn
  • ପ୍ରାଦେ (ସମ୍ବଲପୁର) କ୍ରି (ସଂ. ଜ୍ୱଳ ଧାତୁ) — ପୋଡ଼ାଜଳା କରିବା; (ହସ୍ତ ପଦାଦି) ଦାହଯନ୍ତ୍ରଣା ଅନୁଭବ କରିବା — To have a burning sensation