ଜରୁଆ Jaruā

  • ଦେ. ବିଣ.ପୁଂ. (ସଂ. ଜ୍ୱର) — ଜ୍ୱର ରୋଗାକ୍ରାନ୍ତ — Suffering from fever; fevered
  • ଦେ. ବିଣ.ପୁଂ. (ସଂ. ଜ୍ୱର) — ଯେ ବହୁକାଳ ଜ୍ୱର ଭୋଗୁ ଥାଏ — Suffering from chronic fever