ଜରି Jari

  • ବୈଦେ. ବି. (ଆ. ଜର୍=ସୁନା) — ସୁନ୍ଲୀ ଓ ରୂପ୍ଲୀ ସୂତା; ବସ୍ତ୍ରାଦିରେ କାରୁକାର୍ଯ୍ୟ କରାଯିବା ନିମନ୍ତେ ପ୍ରସ୍ତୁତ ସୁନା ଓ ରୂପାର ବା ପିତ୍ତଳର ଅତି ସୁକ୍ଷ୍ମ ତନ୍ତୁ — Gold and silver lace
  • ଦେ. ବି — ଜରିଗଛ (ଦେଖ) — Jari gachha (See)
  • ଦେ. ବି — (ସଂ. ଦରୀ)—ଗିରିଗହ୍ୱର; ଗୁମ୍ଫା — Mountain-cave
  • ଦେ. ବି — (ସଂ. ଜଳୀ)—ନଈବଢ଼ି ଛାଡ଼ିଗଲେ ନଦୀ କୂଳବର୍ତ୍ତୀ ଯେଉଁ ଯେଉଁ ଗଭୀର ସ୍ଥାନରେ ନଈପାଣି ରହିଯାଇ ଥାଏ — Deep channels or pools full of standing water left on the banks of a river after the subsidence of flood