ଜରତୀ Jaratī

  • ସଂ. ବିଣ. ସ୍ତ୍ରୀ (ଜରତ୍+ସ୍ତ୍ରୀ. ଈ) — ବୁଢ଼ୀ; ଅତି ବୃଦ୍ଧା; ଜରାଗ୍ରସ୍ତା — Very old (woman)
  • ବି. ସ୍ତ୍ରୀ — ବୁଢ଼ୀ ସ୍ତ୍ରୀ; ବୁଢ଼ୀ ମାଙ୍କୁଡ଼ୀ (ବ୍ୟଙ୍ଗ ବା କୁତ୍ସାର୍ଥକ) — An old woman; a hag
  • ବି. ସ୍ତ୍ରୀ — କୁତ୍ସା କରେଁ ମୁଁ ଧାତାକୁ, କାହିଁକି ସରଜି ତାକୁ, ଚିରାୟୁ ରଖିଲା କରତୀରେ—କବିସୂର୍ଯ୍ୟ, କିଶୋରୀଚମ୍ପୂ, କ. ଗୀତ।