ଜରଠ Jaraṭha
- ସଂ. ବିଣ. (ଜୃ ଧାତୁ=ଜୀର୍ଣ୍ଣହେବା+କର୍ତ୍ତୃ. ଅଠ) — କଠିନ — Hard
- ସଂ. ବିଣ. (ଜୃ ଧାତୁ=ଜୀର୍ଣ୍ଣହେବା+କର୍ତ୍ତୃ. ଅଠ) — କର୍କଶ — Rough
- ସଂ. ବିଣ. (ଜୃ ଧାତୁ=ଜୀର୍ଣ୍ଣହେବା+କର୍ତ୍ତୃ. ଅଠ) — କଠୋର; ନିଷ୍ଠୁର — Hard-hearted; cruel; harsh
- ସଂ. ବିଣ. (ଜୃ ଧାତୁ=ଜୀର୍ଣ୍ଣହେବା+କର୍ତ୍ତୃ. ଅଠ) — ବୃଦ୍ଧ — Old; decrepit
- ସଂ. ବିଣ. (ଜୃ ଧାତୁ=ଜୀର୍ଣ୍ଣହେବା+କର୍ତ୍ତୃ. ଅଠ) — ସୁପରିପକ୍ୱ — Full grown; well-ripened
- ସଂ. ବିଣ. (ଜୃ ଧାତୁ=ଜୀର୍ଣ୍ଣହେବା+କର୍ତ୍ତୃ. ଅଠ) — ଜୀର୍ଣ୍ଣ — Wasted; debilitated
- ସଂ. ବିଣ. (ଜୃ ଧାତୁ=ଜୀର୍ଣ୍ଣହେବା+କର୍ତ୍ତୃ. ଅଠ) — ପାଚିଲା — Ripe
- ସଂ. ବିଣ. (ଜୃ ଧାତୁ=ଜୀର୍ଣ୍ଣହେବା+କର୍ତ୍ତୃ. ଅଠ) — ପାଂଶୁବର୍ଣ୍ଣ; ପାଣ୍ଡୁ — Grey-coloured
- ବି — ଜରା; ବୃଦ୍ଧାବସ୍ଥା — Old age
- ବି — ପାଣ୍ଡୁରାଜା — The king Pāṇḍu