ଜରଜର Jara-jara
- ଦେ. (ପଦ୍ଯ) ବିଣ. (ସଂ. ଜର୍ଜର) — ଅଭିଭୂତ; ଆକ୍ରାନ୍ତ; ଜର୍ଜରିତ; ସନ୍ତପ୍ତ — Attacked; overwhelmed (with grief, anger, cold etc.)
- ଦେ. (ପଦ୍ଯ) ବିଣ. (ସଂ. ଜର୍ଜର) — ଜରଜର ନିଦାରୁଣ ଶୀତେ। ରାଧାନାଥ, ମହାଯାତ୍ରା।
- ଦେ. (ପଦ୍ଯ) ବିଣ. (ସଂ. ଜର୍ଜର) — ଲିପ୍ତ; ସରସର (ତେଲଆଦି ଦେହରୁ ବୋହି ପଡ଼ୁଥିବା ପ୍ରକାରେ ବୋଳି ହୋଇଁ ଥିବା) — 1. Suffused; anointed with too much oil etc; with too much oil or water over the body; smeared with
- ଦେ. (ପଦ୍ଯ) ବିଣ. (ସଂ. ଜର୍ଜର) — ଅତି କୋମଳ ଦେହ ମୋର ଦେଖ ଝାଳେ ଜରଜର। ଭୂପତି, ପ୍ରେମପଞ୍ଚାମୃତ।
- ଦେ. (ପଦ୍ଯ) ବିଣ. (ସଂ. ଜର୍ଜର) — ଜରାଗ୍ରସ୍ତ — Very old; decrepit
- ଦେ. (ପଦ୍ଯ) ବିଣ. (ସଂ. ଜର୍ଜର) — ଏ ଅତି ବୃଦ୍ଧ ଜରଜର ବାତେ କମ୍ପଇ ତା ଶରୀର। ଜଗନ୍ନାଥ, ଭାଗବତ।
- ବି — ଜ୍ୱର ହେଲାପରି ବୋଧ ହେବା — Feverishness