ଜମ୍ବୁ Jambu
- ସଂ. ବି. (ଜମ୍ ଧାତୁ+କର୍ତ୍ତୃ. ଉ) — ଜାମୁ ଗଛ ଓ କୋଳି — Blackberry and its tree
- ସଂ. ବି. (ଜମ୍ ଧାତୁ+କର୍ତ୍ତୃ. ଉ) — [ଦ୍ର—ଏହା ତିନି ପ୍ରକାର, ଯଥା— 1 . ରାଜଜମ୍ବୁ, 2 କାକଜମ୍ବୁ ଓ 3 . ଭୂମିଜମ୍ବୁ—ହରେକୃଷ୍ଣ. ଦ୍ରବ୍ଯଗୁଣ।] — [ଦ୍ର—ଏହା ତିନି ପ୍ରକାର, ଯଥା—1. ରାଜଜମ୍ବୁ,2କାକଜମ୍ବୁ ଓ3. ଭୂମିଜମ୍ବୁ—ହରେକୃଷ୍ଣ. ଦ୍ରବ୍ଯଗୁଣ]
- ସଂ. ବି. (ଜମ୍ ଧାତୁ+କର୍ତ୍ତୃ. ଉ) — ଗୋଲାପଜାମୁ — 1. Rose-apple
- ସଂ. ବି. (ଜମ୍ ଧାତୁ+କର୍ତ୍ତୃ. ଉ) — (ପୁରାଣ ମତରେ) ମେରୁପର୍ବତକୁ ବେଷ୍ଟନ କରିଥିବା ପୃଥିବୀ; ସପ୍ତଦ୍ୱୀପରୁ ଏକତମ; ଭାରତବର୍ଷ — India (considered and described as one of the 7 mythogical islands composing the earth
- ସଂ. ବି. (ଜମ୍ ଧାତୁ+କର୍ତ୍ତୃ. ଉ) — ବରୁଣ — The sea-God
- ସଂ. ବି. (ଜମ୍ ଧାତୁ+କର୍ତ୍ତୃ. ଉ) — ସ୍ୱର୍ଗସ୍ଥ ସ୍ୱର୍ଣ୍ଣପ୍ରସୂ ପୌରାଣିକ ନଦୀବିଶେଷ — Name of a mythological river producing gold
- ସଂ. ବି. (ଜମ୍ ଧାତୁ+କର୍ତ୍ତୃ. ଉ) — ସୁମେରୁ ପର୍ବତରୁ ଉତ୍ପନ୍ନ ନଦୀବିଶେଷ — The name of a river of ancient India
- ଦେ. ବି — କାଶ୍ମୀର ରାଜ୍ୟର ଦେଶବିଶେଷ — A part of the state of Kāṡmīra in N.W. India
- ଦେ. ବି — (ସଂ. ଜାମ୍ବବ) ଭାଲୁ — The bear
- ଦେ. ବି — କଟକ ଜିଲ୍ଲାରେ ମହାନଦୀ ଯେଉଁଠାରେ ସମୁଦ୍ରରେ ପଡ଼ିଅଛି — The delta of the Mahānadī river near the False-point harbour
- ଦେ. ବି — (ସ୍ତ୍ରୀ) ଜାମ୍ବବତୀର ଡାକ ନାମ — Name for calling Jāmbabatī