ଜମାଘର Jamāghara

  • ଦେ. ବି. (ଆ. ଜମା+ସଂ. ଗୃହ) — ହିସାବଖାତାର ବାମ ପାଖ; ଖାତାର ଯେଉଁ ପାଖରେ ଜମା ବା ଆୟର ବିବରଣ ଲେଖାଯାଏ — The credit side of an account