ଜମକ Jamaka

  • ଦେ. ବି (ସଂ. ଯମକ) — ପଦ୍ଯରେ ଆଦ୍ୟ ବା ପ୍ରାନ୍ତ ବା ମଧ୍ୟସ୍ଥ ଅକ୍ଷରମାନଙ୍କ ମେଳ — Alliteration in poetry
  • ଦେ. ବି (ସଂ. ଯମକ) — (ସଂ. ଚମତ୍କାର) ଜାକ୍ଜମକ୍; ଘନଘଟା; ଆଡ଼ମ୍ବର — Pomp; show; parade
  • ଦେ. ବି (ସଂ. ଯମକ) — ଔଜ୍ଜ୍ୱଲ୍ୟ; ଚାକଚକ୍ୟ — Splendour; brightness; sheen
  • ଦେ. ବି (ସଂ. ଯମକ) — ଶ୍ରୀବୃଦ୍ଧି — Prosperity; affluence
  • ଦେ. ବି (ସଂ. ଯମକ) — ଯାତ୍ରାଦିରେ ବହୁ ଦର୍ଶକ ଉତ୍ସାହିତ ହୋଇ ସମବେତ ହେବା ବା ରୁଣ୍ଡ ହେବା; ଭିଡ଼ — Many people collecting to see a dance or show; crowd
  • ଦେ. ବି (ସଂ. ଯମକ) — ଯାତ୍ରାଦିର ଯେଉଁ ଅବସ୍ଥାରେ ବହୁ ଲୋକ ଯାତ୍ରା ଦେଖିବା ପାଇଁ ଆକୃଷ୍ଟ ହୋଇ ରୁଣ୍ଡ ହୁଅନ୍ତି — That stage of a show or dance when it is at its height and when people crowd in large numbers being attracted by it; height of a show or display
  • ଦେ. ବି (ସଂ. ଯମକ) — ଦଳ; ଗୋଷ୍ଠୀ — Crowd; party
  • ଦେ. ବି (ସଂ. ଯମକ) — ଏକତା — Unity
  • ଦେ. ବି (ସଂ. ଯମକ) — ସମବେତ ହେବା ଅବସ୍ଥା — State of being gathered together
  • ବିଣ — ଗହଳିଆ — Crowded
  • ବିଣ — ଆଡ଼ମ୍ବରପୂର୍ଣ୍ଣ — Full of splendour or show
  • ବିଣ — ବହୁଲୋକଙ୍କୁ ଏକ ସ୍ଥାନକୁ ଆକର୍ଷଣ କରିବାର ଉପଯୁକ୍ତ — Fit for attracting a big crowd to see it