ଜବ Jaba

  • ସଂ. ବି. (ଜୁ ଧାତୁ=ବେଗେ ଚାଲିବା+ଭାବ. ଅ; କିମ୍ବା ଜବ୍ ଧାତୁ+ ଭାବ. ଅ) — ବେଗ — Velocity; speed
  • ସଂ. ବିଣ. (+କର୍ତ୍ତୃ. ଅ) — ବେଗବାନ୍ — Speedy; swift