ଜବେ Jabe

  • ଦେ. କ୍ରି. ବିଣ—(ସଂ. ଜବ=ବେଗ) — ବେଗରେ; ଶୀଘ୍ର — Quickly
  • ଦେ. କ୍ରି. ବିଣ—(ସଂ. ଜବ=ବେଗ) — ଏଥୁ ଅନ୍ତେ ଦେବେ ପବନ ପରି ଜବେ। କୃଷ୍ଣସିଂହ, ମହାଭାରତ, ବନ।
  • ବୈଦେ. ବି. (ଆ.) — ଜବାଇ (ଦେଖ) — Jabāi (See)