ଜବାନ୍ Jabān
- ବୈଦେ. ବି. (ଫା) — ଜିହ୍ୱା; ଜିଭ — The tongue
- ବୈଦେ. ବି. (ଫା) — ଭାଷା; ବୋଲୀ — Language
- ବୈଦେ. ବି. (ଫା) — ବାକ୍ୟ; ଉକ୍ତି — Word; speech
- ବୈଦେ. ବି. (ଫା) — ପ୍ରତିଜ୍ଞା; ପ୍ରତିଶ୍ରୁତି — Promise
- ବୈଦେ. ବି. (ଫା) — ବୀର ପୁରୁଷ — Hero
- ବୈଦେ. ବି. (ଫା) — ମନୁଷ୍ୟ; ପୁରୁଷ — Man, male
- ବୈଦେ. ବିଣ. (ଫା; ତୁଳ. ସଂ. ଯୌବନ; ପ୍ରା. ଜୌବାନ) — ଯୁବକ — Young
- ବୈଦେ. ବିଣ. (ଫା; ତୁଳ. ସଂ. ଯୌବନ; ପ୍ରା. ଜୌବାନ) — ବଳିଷ୍ଠ — Strong
- ବୈଦେ. ବିଣ. (ଫା; ତୁଳ. ସଂ. ଯୌବନ; ପ୍ରା. ଜୌବାନ) — ବୀର — Heroic; valiant