ଜବାଇ Jabāi

  • ବୈଦେ. ବି. (ଆ. ଜବହ୍; ଜବୀହା) — ମୁସଲମାନ୍ମାନଙ୍କ ଦ୍ୱାରା କୋରାନର ନିର୍ଦିଷ୍ଟ ମନ୍ତ୍ର ପାଠ ପୂର୍ବକ ଈଶ୍ୱରଙ୍କ ନାମ ଉଚ୍ଚାରଣ କରୁ କରୁ ପଶୁପକ୍ଷୀ ଆଦିଙ୍କର କଣ୍ଠଛେଦନ; କୋରାନ ମତେ ପଶୁଚ୍ଛେଦନ; ହଲାଲ୍; ହଲାର୍ — Cutting the throat of animals by Mahomedans while uttering a certain quoranic text