ଜବର୍ Jabar
- ବୈଦେ. ବିଣ. (ଫା. ଜବ୍ର୍) — ବଳିଷ୍ଠ; ଦୃଢ଼ — Strong
- ବୈଦେ. ବିଣ. (ଫା. ଜବ୍ର୍) — କ୍ଷମତାଶାଳୀ — Powerful
- ବୈଦେ. ବିଣ. (ଫା. ଜବ୍ର୍) — ପ୍ରକାଣ୍ଡ — Large; stupendous
- ବୈଦେ. ବିଣ. (ଫା. ଜବ୍ର୍) — ଅଧିକ — Excessive
- ବୈଦେ. ବିଣ. (ଫା. ଜବ୍ର୍) — ଖୁବ୍; ଅତ୍ୟନ୍ତ — Much, very
- ବୈଦେ. ବିଣ. (ଫା. ଜବ୍ର୍) — ଭାରି; ଗୁରୁ — Heavy
- ବୈଦେ. ବିଣ. (ଫା. ଜବ୍ର୍) — ଉତ୍କୃଷ୍ଟ — Superior
- ବୈଦେ. ବିଣ. (ଫା. ଜବ୍ର୍) — ଚକଚକିଆ; ଆଡ଼ମ୍ବରପୂର୍ଣ୍ଣ — Splendid; grand