ଜବତି Jabati

  • ଦେ. ବିଣ. (ଫା. ଜଫ୍ତି; ଜବ୍ତୀ) — ଜବତ୍ ସମ୍ବନ୍ଧୀୟ — Relating to attachment
  • ଦେ. ବିଣ. (ଫା. ଜଫ୍ତି; ଜବ୍ତୀ) — (ଯଥା—ଜବତି ପରଉଆନା।)
  • ଦେ. ବିଣ. (ଫା. ଜଫ୍ତି; ଜବ୍ତୀ) — ଜବତ କରାଯାଇଥିବା; ଅଧିକୃତ — taken possession of
  • ଦେ. ବିଣ. (ଫା. ଜଫ୍ତି; ଜବ୍ତୀ) — (ଯଥା—ଜବତି ମାଲ।)