ଜପା Japā

  • ସଂ. ବି. ସ୍ତ୍ରୀ. (ଜପ୍ ଧାତୁ+କରଣ ଅ +ସ୍ତ୍ରୀ. ଆ) — ମନ୍ଦାର ଗଛ ଓ ଫୁଲ; ଜବା — The red Chinarose and its tree
  • ଦେ. ବି — ଜପ କରିବା — To muttering of mantras by counting the beads
  • ଦେ. ବି — ସବୁବେଳେ ଭାବିବା — Constantly thinking over a matter
  • ଦେ. ବିଣ. — ଜପ କରା ଯାଇଥିବା (ମନ୍ତ୍ର) — (holy formula) Counted on the beads
  • ଦେ. ବିଣ. — ଯାହା ସାହାଯ୍ୟରେ ଜପ କରାଯାଏ (ଯଥା; ଜପା ମାଳା) — (rosary) With the help of which a holy formula is recited