ଜପନ Japana

  • ସଂ. ବି. (ଜପ୍ ଧାତୁ+ଭାବ. ଅନ) — ଜପିବା — Muttering of mantras with beads
  • ସଂ. ବି. (ଜପ୍ ଧାତୁ+ଭାବ. ଅନ) — (+କର୍ତ୍ତୃ. ଅନ)—ଜପକାରୀ ବ୍ଯକ୍ତି — Mutterer of mantras