ଜନ୍ୟୁ Janya
- ସଂ. ବି. (ଜନ ଧାତୁ+କର୍ତ୍ତ ଯୁ) — ଅଗ୍ନି — Fire
- ସଂ. ବି. (ଜନ ଧାତୁ+କର୍ତ୍ତ ଯୁ) — ପ୍ରାଣୀ; ଜୀବ — Animal
- ସଂ. ବି. (ଜନ ଧାତୁ+କର୍ତ୍ତ ଯୁ) — (+ଭାବ. ଯୁ) ଜନ୍ମ; ଉତ୍ପତ୍ତି — Birth; production
- ସଂ. ବି. (ଜନ ଧାତୁ+କର୍ତ୍ତ ଯୁ) — (ଜନ ଧାତୁ ଣିଚ ଜନି ଧାତୁ+କର୍ତ୍ତୃ. ଯୁ)— ବିଧାତା; ବ୍ରହ୍ମା — Brahmā the creator