ଜନ୍ତର୍ Jantar

  • ପ୍ରାଦେ. (ସମ୍ବଲପୁର) ବି (ସଂ. ଯନ୍ତ୍ର) — ଦେବପୂଜାର୍ଥ ଭୂମିରେ କଟାଯିବା ମଣ୍ଡଳ (ଏହା ଉପରେ ନୈବେଦ୍ୟାଦି ରଖାଯାଏ) — Figures drawn on the ground for placing offerings before a Deity during worship