ଜନେ Jane

  • ଦେ. ସର୍ବନାମ—(ସଂ ଜନୈକ) — ଏକଜଣ; ଜଣେ — An individual; a certain
  • ଦେ. ସର୍ବନାମ—(ସଂ ଜନୈକ) — ବେଦ ଅଧ୍ୟୟନ କରିବା ଦ୍ୱିଜ ଜନେ ତପସ୍ୟା କଲେ ଯାଇଁ ହିମାଳୟ ବନେ। କୃଷ୍ଣସିଂହ, ମହାଭାରତ, ଶାନ୍ତି।
  • ବି. (ବହୁବଚନ) — ଲୋକମାନେ; ଜନମାନେ — Men; people; persons