ଜନାବ୍ Janāb
- ସଂ. ବି. (ଜନ+ଅବ୍ ଧାତୁ ରକ୍ଷା କରିବା+ କର୍ତ୍ତୃ. କ୍ୱିପ୍) — ଲୋକପାଳକ — Protecting men
- ବୈଦେ. ଅ. (ଆ) ପ୍ରତିଷ୍ଠିତ ବ୍ଯକ୍ତିଙ୍କ ପ୍ରତି ମାନ୍ୟାର୍ଥକ ସଂବୋଧନ; ତୁଳ. ସଂ. ଜନାବ୍= ଲୋକପାଳକ) — ହଜୁର! ଶ୍ରୀହଜୁର!; ମାନନୀୟ ମହାଶୟ! — (a term of address to a high personage) Your honour! Your worship!
- ବିଣ. — ମହାଶୟ; ମାନନୀୟା — Respectable; honourable
- ବିଣ. — (ଯଥା—ଜନାବ୍ ମୌଲବୀ ସାହେବ୍)