ଜନାନା Janānā

  • ବୈଦେ. ବି. (ଫା) — ସ୍ତ୍ରୀ ଲୋକ — A female
  • ବୈଦେ. ବି. (ଫା) — ଅନ୍ତଃପୁର — Seraglio; the zenana; harem
  • ବୈଦେ. ବି. (ଫା) — ସ୍ତ୍ରୀମାନଙ୍କ ଅବରୋଧ ପ୍ରଥା — The zenana-system
  • ବୈଦେ. ବି. (ଫା) — ନାମର୍ଦ୍ଦା; ନପୁଂସକ; ହେଞ୍ଜେଡ଼ା — An eunuch
  • ବୈଦେ. ବି. (ଫା) — ମାଇଚିଆ; ଯେଉଁ ବ୍ଯକ୍ତିର ଢଙ୍ଗଢାଙ୍ଗ ଓ ଚାଲିଚଳଣ ସ୍ତ୍ରୀମାନଙ୍କ ପରି — A male having the characteristics of or behaving like a women
  • ବିଣ. — ସ୍ତ୍ରୀ ସମ୍ବନ୍ଧୀୟ — Pertaining to women
  • ବିଣ. — ଗୋଟିଏ ବାଳକ ବିଦ୍ୟାଳୟ ଓ ଜନାନା ସ୍କୁଲ ବସିବାର ବନ୍ଦୋବସ୍ତ ହେଲା। ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ବିଣ. — [ଦ୍ର— ଏହି ଶବ୍ଦ ଫାରସୀରୁ ଇଂରାଜି ଭାଷାକୁ ମଧ୍ୟ ଯାଇଅଛି।]
  • ବିଣ. — ଡରୁଆ — Cowardly
  • ବିଣ. — ସ୍ତ୍ରୀସୁଲଭ — Feminine
  • ବିଣ. — ସ୍ତ୍ରୀମାନଙ୍କ ବ୍ଯବହାର୍ଯ୍ୟ; ସ୍ତ୍ରୀମାନଙ୍କ ପାଇଁ ଅଭିପ୍ରେତ — Intended for women