ଜନବାସ Jana bāsa
- ସଂ. ବି ( 6 ଷ୍ଠୀ ତତ୍; ଜନ+ବାସ) — ଲୋକବସତି — A place of human residence
- ସଂ. ବି ( 6 ଷ୍ଠୀ ତତ୍; ଜନ+ବାସ) — ସର୍ବସାଧାରଣଙ୍କ ଆଶ୍ରୟସ୍ଥାନ — A place of public resort; a public rest-house
- ସଂ. ବି ( 6 ଷ୍ଠୀ ତତ୍; ଜନ+ବାସ) — ସଭା; ସମାଜ — An assembly; a meeting