ଜନନି Janani

  • ସଂ. ବି (ଜନ ଧାତୁ+ଭାବ ଅନି) ଉତ୍ପତ୍ତି; ଜନ୍ମ — Birth
  • ସଂ. ବି (ଜନ ଧାତୁ+ଭାବ ଅନି) (+ଅଧିକରଣ. ଅନି) ବଂଶ — Race; family
  • ସଂ. ବି (ଜନ ଧାତୁ+ଭାବ ଅନି) ଗନ୍ଧଦ୍ରବ୍ଯବିଶେଷ — A kind of scent