ଜନତା Janatā
- ସଂ. ବି. (ଜନ+ସମୂହାର୍ଥେତା) — ବହୁଲୋକଙ୍କ ସମାଗମ; ଭିଡ଼ — Crowd; a multitude or gathering of people
- ସଂ. ବି. (ଜନ+ସମୂହାର୍ଥେତା) — ମନୁଷ୍ୟତା — Manliness
- ସଂ. ବି. (ଜନ+ସମୂହାର୍ଥେତା) — ଉତ୍ପାଦନ — Production
- ସଂ. ବି. (ଜନ+ସମୂହାର୍ଥେତା) — ପୃଥିବୀର ମାନବସକଳ — Mankind