ଜଣଜଣ Jaṇajaṇa

  • ଦେ. (ସର୍ବନାମ) — ପ୍ରତ୍ୟେକ ବ୍ଯକ୍ତି — Every person; every individual each
  • ଦେ. (ସର୍ବନାମ) — (ଯଥା— 5 ଜଣକୁ 10 ଟଙ୍କା ଦିଆଗଲେ ଜଣଜଣକୁ କେତେ ଦିଆଯିବ?) — (ଯଥା—5ଜଣକୁ10ଟଙ୍କା ଦିଆଗଲେ ଜଣଜଣକୁ କେତେ ଦିଆଯିବ?)
  • ଦେ. (ସର୍ବନାମ) — ଜଣକ ପରେ ଜଣେ — One after another
  • ଦେ. (ସର୍ବନାମ) — (ଯଥା—ପରୀକ୍ଷାର ଫଳ ଅନୁସାରେ ଜଣ ଜଣ ହୋଇ କ୍ଳାସ ଉଠିଲେ।)
  • ଦେ. (ସର୍ବନାମ) — ପ୍ରତ୍ୟେକ ବ୍ଯକ୍ତି ପୃଥକ୍ଭାବରେ — Individually
  • ଦେ. (ସର୍ବନାମ) — (ଯଥା—ଜଣ ଜଣ ହୋଇ ଚାରିଆଡ଼ୁ ବହୁ ଲୋକେ ଆସି ଜମା ହୋଇଗଲେ।)
  • ଦେ. (ସର୍ବନାମ) — ଥରକେ ଜଣେ — One at a time
  • ଦେ. (ସର୍ବନାମ) — (ଯଥା—ଦେଖ, ଜଣ ଜଣ ହୋଇ ତା ସଙ୍ଗେ ଲଢ଼ାଇ କର ଏକାବେଳକେ ଜଣକୁ 5 ଜଣ ଆକ୍ରମଣ କଲେ କିପରି ଚଳିବ?) — (ଯଥା—ଦେଖ, ଜଣ ଜଣ ହୋଇ ତା ସଙ୍ଗେ ଲଢ଼ାଇ କର ଏକାବେଳକେ ଜଣକୁ5ଜଣ ଆକ୍ରମଣ କଲେ କିପରି ଚଳିବ?)