ଜଠ Jaṭha

  • ଦେ. ବି (ପ୍ରାଚୀନ ପଦ୍ଯ) (ସଂ. ଜଠର) — ଉଦର — Belly
  • ଦେ. ବି (ପ୍ରାଚୀନ ପଦ୍ଯ) (ସଂ. ଜଠର) — ଜଠର; ଗର୍ଭ — Womb
  • ଦେ. ବି (ପ୍ରାଚୀନ ପଦ୍ଯ) (ସଂ. ଜଠର) — ବୋଇଲେ ଆମ୍ଭମାନେ ବିଧବା ସ୍ତିରୀ ଅଟୁଁ, କିରୂପେ କହ ପୁତ୍ର ଜନ୍ମିବେ ଆମ୍ଭ ଜଠୁଁ—ପୀତାମ୍ବର, ନୃସିଂହପୁରାଣ।