ଜଠର Jaṭhara
- ସଂ. ବି (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ବା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) — ପେଟ; ଉଦର — Belly
- ସଂ. ବି (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ବା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) — ଜରାୟୁ; ଗର୍ଭ — Womb
- ସଂ. ବି (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ବା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) — ଅନ୍ତଃସ୍ଥଳ — Interior
- ସଂ. ବି (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ବା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) — ଗର୍ତ୍ତ — Cavity; den
- ସଂ. ବି (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ବା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) — ଶରୀର; ଦେହ (ହି. ଶବ୍ଦସାଗର) — Body
- ସଂ. ବି (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ବା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) — ମରକତମଣିର ଦୋଷବିଶେଷ (ହି. ଶବ୍ଦସାଗର) — A defect in emerald
- ସଂ. ବି (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ବା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) — ସୁଶ୍ରୁତୋକ୍ତ ଉଦର ଫୁଲିବା ରୋଗବିଶେଷ — A disease consisting of a swollen belly
- ସଂ. ବି (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ବା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) — ଭାଗବତୋକ୍ତ ପର୍ବତବିଶେଷ — Name of a mythological mountain
- ସଂ. ବି (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ବା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) — [ଦ୍ର—ଏହା ମେରୁର ପୂର୍ବରେ; ଏହାର ଦୈର୍ଘ୍ୟ 19 ହଜାର ଯୋଜନ; ଚୌଡ଼ା 2 ହଜାର ଯୋଜନ ଓ ଉଚ୍ଚତା 2 ହଜାର ଯୋଜନ; ଏହା ନୀଳ ପର୍ବତଠାରୁ ନିଷଧ ଗିରି ପର୍ଯ୍ୟନ୍ତ ବିସ୍ତୃତ— ହି. ଶବ୍ଦସାଗର।] — [ଦ୍ର—ଏହା ମେରୁର ପୂର୍ବରେ; ଏହାର ଦୈର୍ଘ୍ୟ19ହଜାର ଯୋଜନ; ଚୌଡ଼ା2ହଜାର ଯୋଜନ ଓ ଉଚ୍ଚତା2ହଜାର ଯୋଜନ; ଏହା ନୀଳ ପର୍ବତଠାରୁ ନିଷଧ ଗିରି ପର୍ଯ୍ୟନ୍ତ ବିସ୍ତୃତ— ହି. ଶବ୍ଦସାଗର]
- ସଂ. ବି (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ବା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) — ବୃହସଂହିତା ଓ ମହାଭାରତୋକ୍ତ ଦେଶବିଶେଷ — Name of mythological country
- ସଂ. ବି (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ବା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) — [ଦ୍ର—ଏହା କୁକୁର ଦେଶର ନିକଟରେ; ଏହା ଅଶ୍ଳେଷା, ମଘା ଓ ପୂର୍ବଫାଲ୍ଗୁନୀ ନକ୍ଷତ୍ରମାନଙ୍କ ଅଧିକାରଭୁକ୍ତ— ହି. ଶବ୍ଦସାଗର।]
- ସଂ. ବି (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ବା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) — ଉତ୍ସଙ୍ଗ; କ୍ରୋଡ଼ — Bosom. (Apte)