ଜଟି Jaṭi

  • ସଂ. ବି. (ଜଟ୍ ଧାତୁ+ଇ) — ଜଟା — Clotted hair; matted hair
  • ସଂ. ବି. (ଜଟ୍ ଧାତୁ+ଇ) — ଅଶ୍ୱତ୍ଥ ବୃକ୍ଷ — The religious fig tree
  • ସଂ. ବି. (ଜଟ୍ ଧାତୁ+ଇ) — ସମୂହ — Mass; multitude
  • ସଂ. ବି. (ଜଟ୍ ଧାତୁ+ଇ) — ଜଟାମାଂସୀ (ଦେଖ) — Jaṭāmaṁsī (See)
  • ପ୍ରାଦେ. (ସିଂହଭୂମ) ବି — ଚୁଟି; ଶିଖା; ଚୁର୍କି — Tuft of hair