ଜଟିଳା Jaṭiḻā

  • ସଂ. ବି. ସ୍ତ୍ରୀ — ରାଧିକାଙ୍କ ଶାଶୁ; ରାଧିକାଙ୍କ ନଣନ୍ଦ କୁଟିଳାଙ୍କ ମାତା — Mother-in-law of Rādhikā the mother of Kuṭiḻā who was the sister-in-law of Rādhikā
  • ସଂ. ବି. ସ୍ତ୍ରୀ — ଜଟାମାଂସୀ — Nadostachys Jatamansi; valerian Jatamansi
  • ସଂ. ବି. ସ୍ତ୍ରୀ — ବ୍ରହ୍ମଚାରିଣୀ — A female recluse
  • ସଂ. ବି. ସ୍ତ୍ରୀ — ପିପ୍ପଳୀ (ହି. ଶବ୍ଦସାଗର) — Black paper
  • ସଂ. ବି. ସ୍ତ୍ରୀ — ବଚ (ହି. ଶବ୍ଦସାଗର) — Liquorice
  • ସଂ. ବି. ସ୍ତ୍ରୀ — ଦମନକ; ଦଅଣା ଗୁଳ୍ମ — A kind of sweet scented shrub
  • ସଂ. ବି. ସ୍ତ୍ରୀ — ଗୌତମବଂଶୀୟା, ଋଷିକନ୍ୟାବିଶେଷ (ହି. ଶବ୍ଦସାଗର) — Name of a girl born in the family of sage Ga̲u̲tama