ଜଜାଲ Jajāla
- ଦେ. ବିଣ. ପୁଂ. (ସଂ. ଯୁଧ ଧାତୁରୁ; ଯୁଦ୍ଧପ୍ରିୟ; ଯୁଦ୍ଧଶୀଳ) — କଳହପ୍ରିୟ — Quarrelsome
- ଦେ. ବିଣ. ପୁଂ. (ସଂ. ଯୁଧ ଧାତୁରୁ; ଯୁଦ୍ଧପ୍ରିୟ; ଯୁଦ୍ଧଶୀଳ) — ବଳୁଆ — Strong
- ଦେ. ବିଣ. ପୁଂ. (ସଂ. ଯୁଧ ଧାତୁରୁ; ଯୁଦ୍ଧପ୍ରିୟ; ଯୁଦ୍ଧଶୀଳ) — ମହାକାୟ — Gigantic
- ଦେ. ବିଣ. ପୁଂ. (ସଂ. ଯୁଧ ଧାତୁରୁ; ଯୁଦ୍ଧପ୍ରିୟ; ଯୁଦ୍ଧଶୀଳ) — ବୃହତ୍ — Big
- ଦେ. ବିଣ. ପୁଂ. (ସଂ. ଯୁଧ ଧାତୁରୁ; ଯୁଦ୍ଧପ୍ରିୟ; ଯୁଦ୍ଧଶୀଳ) — [ଦ୍ର—ଲୋକେ ଦୁଷ୍ଟା ଓ ମହାକାୟା ସ୍ତ୍ରୀମାନଙ୍କୁ ଏହି ବିଶେଷଣ ଦେଇଥାଆନ୍ତି।]
- ଦେ. ବି — ବନ୍ଧୁକବିଶେଷ — A kind of matchlock gum
- ଦେ. ବି — ତୋପ କମାଣ ତ୍ରିଶକଟ ଗୁଣ ଜଜାଲ ଜମ୍ବୁରା ନଳି ପ୍ରଚଣ୍ଡ। ବ୍ରଜନାଥ, ସମରତରଙ୍ଗ।
- ଦେ. ବି — [ଦ୍ର—ଏହା ତୋଡ଼ାଦାର ଓ ଏଥିର ନଳୀ ଲମ୍ବା, ଏହା ଭାରୀ ଓ ଏଥିର ଗୁଳି ବହୁ ଦୂରକୁ ଯାଏ।]
- ଦେ. ବି — ଏକ ପ୍ରକାର ତୋପ — A kind of cannon
- ଦେ. ବି — [ଦ୍ର—ଏଥିରେ ଗୋଡ଼ି ଓ ପଥର ଭରତି କରାଯାଇ ମରା ଯାଉଥିଲା]