ଜଙ୍ଗମ Jaṇgama

  • ସଂ. ବିଣ. (ଯ ଙ ଲୁଗନ୍ତ ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପୁନଃପୁନଃ ବା ଅନବରତ ଗମନ କରେ) — ଚଳନ୍ତ; ଗତି କରୁଥିବା — Moving
  • ସଂ. ବିଣ. (ଯ ଙ ଲୁଗନ୍ତ ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପୁନଃପୁନଃ ବା ଅନବରତ ଗମନ କରେ) — ଜଙ୍ଗମ ହେବାର ଜମ୍ବୁନବସାର ଶିରୀ ସ୍ଫୁରିଲା ସେ କି ପ୍ରକାର— କବିସୂର୍ଯ୍ୟ, କିଶୋରୀଚମ୍ପୂ, ଜ—ଗୀତ।
  • ସଂ. ବିଣ. (ଯ ଙ ଲୁଗନ୍ତ ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପୁନଃପୁନଃ ବା ଅନବରତ ଗମନ କରେ) — ଯାହାକୁ ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ନିଆଯାଇ ପାରେ; ଅସ୍ଥାବର — Movable
  • ସଂ. ବିଣ. (ଯ ଙ ଲୁଗନ୍ତ ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପୁନଃପୁନଃ ବା ଅନବରତ ଗମନ କରେ) — ଅସ୍ଥାୟୀ; ଅଚିର — Not permanent; non-abiding
  • ସଂ. ବିଣ. (ଯ ଙ ଲୁଗନ୍ତ ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପୁନଃପୁନଃ ବା ଅନବରତ ଗମନ କରେ) — ପରିବର୍ତ୍ତନଶୀଳ — Changeable
  • ସଂ. ବିଣ. (ଯ ଙ ଲୁଗନ୍ତ ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପୁନଃପୁନଃ ବା ଅନବରତ ଗମନ କରେ) — ବଦଳୁଥିବା — Changing
  • ସଂ. ବିଣ. (ଯ ଙ ଲୁଗନ୍ତ ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପୁନଃପୁନଃ ବା ଅନବରତ ଗମନ କରେ) — କିଛିକାଳସ୍ଥାୟୀ; ସାମୟିକ — Temporary
  • ଦେ. ବି — ଦକ୍ଷିଣଭାରତର ଲିଙ୍ଗାଏତ୍ ନାମକ ଶୈବସମ୍ପ୍ରଦାୟର ଗୁରୁ — Spiritual preceptor of the Liṅgāet sect of ṡiba worshippeer in south India
  • ଦେ. ବି — [ଦ୍ର— ଏମାନେ ଦୁଇ ଶ୍ରେଣୀର— ବିରକ୍ତ ଓ ଗୃହସ୍ଥ। 'ବିରକ୍ତ' ମାନେ ମୁଣ୍ଡରେ ଜଟା ରଖନ୍ତି ଓ କୌପୁନି ମାରନ୍ତି ଓ ଲିଙ୍ଗାଏତ୍— ମାନେ ବିରକ୍ତମାନଙ୍କୁ ବେଶି ମାନ୍ୟ କରନ୍ତି—ହି. ଶବ୍ଦସାଗର।]
  • ପ୍ରାଦେ. (ଗଞ୍ଜାମ) ବି — ଶିବପୂଜକ ତେଲଙ୍ଗା ଜାତିବିଶେଷ — A cast among the Telugus who worship Ṡiba