ଜଙ୍କ୍ Jaṅk

  • ବୈଦେ. ବି. (ଫା. ଜଙ୍ଗ୍) — କଳଙ୍କି; ଜଙ୍ଗ — Rust
  • ବୈଦେ. ବି. (ଫା. ଜଙ୍ଗ୍) — (ଇଂ) ଏକ ପ୍ରକାର ଚଉଡ଼ା ଡଙ୍ଗା — Junk; a kind of wide boat
  • ପ୍ରାଦେ. (ସମ୍ବଲପୁର) ବି — ଜୋକ — Leech