ଜଗ Jaga

  • ଗ୍ରା. (ପ୍ରାଚୀନ) ବି. (ସଂ. ଜଗତ୍; ପ୍ରା. ଜଗୁ; ଜଗ) — ବ୍ରହ୍ମାଣ୍ଡ; ସଂସାର; ବିଶ୍ୱ — The world; the universe
  • ଗ୍ରା. (ପ୍ରାଚୀନ) ବି. (ସଂ. ଜଗତ୍; ପ୍ରା. ଜଗୁ; ଜଗ) — ତ୍ରିଜଗ ମୋହିନୀ ଯେ ଅଟନ୍ତି ସର୍ବ ବାଳୀ। ପ୍ରାଚୀ, ରହସ୍ୟମଞ୍ଜରୀ।
  • ଗ୍ରା. (ପ୍ରାଚୀନ) ବି. (ସଂ. ଜଗତ୍; ପ୍ରା. ଜଗୁ; ଜଗ) — ଜଗନ୍ନାଥ, ଜଗବନ୍ଧୁଆଦି ନାମର ବ୍ଯକ୍ତିଙ୍କ ଡାକ ନାମ — The name by which people named Jagabandhu, Jagannātha etc are called
  • ଗ୍ରା. (ପ୍ରାଚୀନ) ବି. (ସଂ. ଜଗତ୍; ପ୍ରା. ଜଗୁ; ଜଗ) — [ଏହା ମଧ୍ୟ ଅନ୍ଯ ଶବ୍ଦ ସଙ୍ଗେ ଲାଗେ; ଯଥା—ଜଗବନ୍ଧୁ, ଜଗ— ମୋହନ ଜଗପତି;]