ଜଗଝମ୍ପ Jagajhampa
- ଦେ. ବି. (ସଂ. ଜଗଝମ୍ପ=ତାଳବିଶେଷ) ଯୋଗେଶଚନ୍ଦ୍ର; ସଂ. ଜଗଝମ୍ପ=ବାଦ୍ୟବିଶେଷ. ହି. ଶବ୍ଦସାଗର) — ମାଟିର ଏକ ମୁହାଁ ଆନଦ୍ଧ ବାଦ୍ୟ; ଏକ ପ୍ରକାର ବଡ଼ ଢୋଲ; ପ୍ରାଚୀନ ରଣବାଦ୍ୟ — A large kettle-drum
- ଦେ. ବି. (ସଂ. ଜଗଝମ୍ପ=ତାଳବିଶେଷ) ଯୋଗେଶଚନ୍ଦ୍ର; ସଂ. ଜଗଝମ୍ପ=ବାଦ୍ୟବିଶେଷ. ହି. ଶବ୍ଦସାଗର) — ଜଗଝମ୍ପ, ଝରଝରା, ଦାମାମା ଦୁନ୍ଦୁଭି। ରାଧାନାଥ, ମହାଯାତ୍ରା।