ଜକା Jakā

  • ଦେ. ବି — ଜାକିବା; କୌଣସି ପଦାର୍ଥକୁ ଅନ୍ଯ ବସ୍ତୁ ମଧ୍ୟରେ ଘୋଡ଼ାଇ କରି ରଖିବା — Putting of a thing concealed inside another thing
  • ଦେ. ବି — (ଯଥା—ବହୁ ସମୟ ଯାଏ କଳରେ ପାନ ଜକା ହେଲେ ଦାନ୍ତ ପକ୍ଷରେ ଅନିଷ୍ଟକର।)
  • ବିଣ — ଯେ କୌଣସି ପଦାର୍ଥକୁ ଜାକି କରି ରଖେ — (a person) Who put a thing concealed within another thing
  • ବିଣ — (ସଂ. ଯକ୍ଷ) କୃପଣ — Miserly; close-fisted
  • ବିଣ — ଯେ ଧନ ଆଦି ସଞ୍ଚୟ କରି ରଖେ — Hoarding
  • ବିଣ — ଅନ୍ଯ ବସ୍ତୁ ମଧ୍ୟରେ ଲୁକ୍କାୟିତ — Concealed
  • ବିଣ — (ଯଥା—କୋଡ଼ଜକା ପିଲାଟାକୁ କାହିଁକି ଧରି ଆଣିଲୁ ଭଲା?)
  • ବିଣ — ଗୋପନରେ ସଞ୍ଚିତ (ଧନ) — Secretly hoarded (wealth)